ମଣ୍ଡା କାଇଁଚ Maṇḍā kāiñcha
- ଦେ. ବି (ସଂ. ମଣ୍ଡଳ+କୁଞ୍ଚିକା; ସଂ. ନାମ. କୁଚନ୍ଦନ) — ଏକ ପ୍ରକାର ବର୍ତ୍ତୁଳ ନାଲି ଫଳ — A kind of flat red seed used by goldsmiths in weighing; Adenanthera Penonina
- ଦେ. ବି (ସଂ. ମଣ୍ଡଳ+କୁଞ୍ଚିକା; ସଂ. ନାମ. କୁଚନ୍ଦନ) — [ଦ୍ର—ଏହା ପ୍ରକୃତରେ କାଇଞ୍ଚ ଜାତୀୟ ନୁହେଁ, କାଇଞ୍ଚ ଲତାରେ ଫୁଳେ, ଏହା ଏକ ପ୍ରକାର ଗଛରେ ଫଳେ। ଏହି ଗଛ ବବ୍ବୁଲାଦି ବର୍ଗର ଅଟେ। ଏହାର ବୀଜ ଗୋଲ ଓ ଚେପ୍ପା ଓ ଆକାରରେ କାଇଞ୍ଚର ପ୍ରାୟ ଦୁଇ ଗୁଣ। ବଣିଆମାନେ ସୁନା ଆଦି ଓଜନ କରିବାରେ ଏହା ବ୍ଯବହାର କରନ୍ତି। ଏହାର ଓଜନ= 2 କାଇଞ୍ଚ, କେହି କେହି ଏହାକୁ ରକ୍ତ ଚନ୍ଦନ — [ଦ୍ର—ଏହା ପ୍ରକୃତରେ କାଇଞ୍ଚ ଜାତୀୟ ନୁହେଁ, କାଇଞ୍ଚ ଲତାରେ ଫୁଳେ, ଏହା ଏକ ପ୍ରକାର ଗଛରେ ଫଳେ ଏହି ଗଛ ବବ୍ବୁଲାଦି ବର୍ଗର ଅଟେ ଏହାର ବୀଜ ଗୋଲ ଓ ଚେପ୍ପା ଓ ଆକାରରେ କାଇଞ୍ଚର ପ୍ରାୟ ଦୁଇ ଗୁଣ ବଣିଆମାନେ ସୁନା ଆଦି ଓଜନ କରିବାରେ ଏହା ବ୍ଯବହାର କରନ୍ତି ଏହାର ଓଜନ=2କାଇଞ୍ଚ, କେହି କେହି ଏହାକୁ ରକ୍ତ ଚନ୍ଦନ(Teracarpus Santalum)ଓ କେହି କେହି ପତ୍ତଙ୍ଗ ବା ବକମ(Caesalpina Sapan)ର ବୀଜ ବୋଲି କହନ୍ତି]