ମଣ୍ଡଳ Maṇḍaḻa
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ଗୋଳକ — Sphere; orb
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ଚକ୍ର — Wheel
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ମୁଣ୍ଡଳା; ବୃତ୍ତ — Circle
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ବୃତ୍ତାକାର— ଆଲୋକ — Halo of light
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ପରିଧି — Circumeference
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ବୃତ୍ତାକାର ଚିତ୍ର — Circular figure or drawing
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ଚନ୍ଦ୍ରସୂର୍ଯ୍ୟଙ୍କର ପରିଧି; ଚନ୍ଦ୍ର ବା ସୂର୍ଯ୍ୟଙ୍କ ବିମ୍ବ — Disc of the sun or the moon
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ଚନ୍ଦ୍ର ବା ସୂର୍ଯ୍ୟଙ୍କ ଚାରି ଦିଗରେ ବେଢ଼ିଥିବା ଉଜ୍ଜ୍ୱଳ ଆଲୋକ ରେଖା — A halo of light seen round the sun and the moon
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ପରିବେଶ; ଚନ୍ଦ୍ର ସୂର୍ଯ୍ୟଙ୍କର, ବିଶେଷତଃ ଚନ୍ଦ୍ରଙ୍କର, ଚାରି ପାଖେ ଖଣ୍ଡଦୂରରେ ବେଳେ ବେଳେ ଯେଉଁ ବୃତ୍ତାକାର ରେଖା ଦେଖା ଯାଏ — A bright circle sometimes seen at some distance from the sun and specially the moon (in cloudy weather)
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ଗ୍ରହ— ମାନଙ୍କର ଗତି ରେଖା — Orbit of a planet
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ରାଜ୍ୟ — Kingdom
- ସଂ. ବି —(ମଣ୍ଡ+ଅଛି ଅର୍ଥରେ ଳ) — ସ୍ଥାନ; ଦେଶ — Country; place