ମଣ୍ଡଳୀ କରଣ Maṇḍaḻī karaṇa

  • ସଂ. ବି (ମଣ୍ଡଳ+ଅଭୁତ ତଦ୍ଭାବେ ଚ୍ୱି+କରଣ) — କୁଣ୍ଡଳୀକରଣ; ଗୋଲାଇବା — Coiling; rounding