ମଣ୍ଡଳାଧିପ Maṇḍaḻādhipa

  • ସଂ. ବି ( 6 ଷ୍ଠୀ ତତ୍; ମଣ୍ଡଳ+ଅଧିପ) — ପ୍ରଦେଶର ଅଧିପତି; ଚତୁଃଶତ ବା ଚତ୍ୱାରିଂଶତ୍ ଯୋଜନ ପରିମିତ ଦେଶର ରାଜା — The lord of a province