ମଣ୍ଡଳା ଘରେ ବିଜେ କରିବା Maṇḍḻā ghare bije karibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ରାଜାଙ୍କ ପ୍ରତି ପ୍ରଯୋଜ୍ୟ) — (ରାଜା) ପାଇଖାନାକୁ ଯିବା ବା ଝାଡ଼ା ଫେରିଯିବା — To ease oneself (said of Rajas.)