ମଣ୍ଡଳକ Maṇḍaḻaka
- ସଂ. ବି (ମଣ୍ଡଳ+ସ୍ୱାର୍ଥେ. କ) — ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଣ୍ଡଳ — The orb of the sun and the moon
- ସଂ. ବି (ମଣ୍ଡଳ+ସ୍ୱାର୍ଥେ. କ) — ଦର୍ପଣ — Mirror
- ସଂ. ବି (ମଣ୍ଡଳ+ସ୍ୱାର୍ଥେ. କ) — କୁଷ୍ଠ ରୋଗ ବିଶେଷ — A kind of leprosy
- ସଂ. ବି (ମଣ୍ଡଳ+ସ୍ୱାର୍ଥେ. କ) — ମଣ୍ଡଳାକାର ବ୍ୟୂହ — A kind of circular battle array
- ସଂ. ବି (ମଣ୍ଡଳ+ସ୍ୱାର୍ଥେ. କ) — (ଏହା ମଣ୍ଡଳାକାରରେ ଶୋଉଥିବାରୁ କୁକୁର — Dog