ମଣ୍ଡ କରିବା Maṇḍa karibā

  • ଦେ. କ୍ରି — ପୁରସ୍କାର ଦେବା; ସମ୍ମାନିତ କରିବା — To reward; to honour
  • ଦେ. କ୍ରି — [ଦ୍ର— ଦୋଷ ହେବା ଲୋକଙ୍କୁ ଦେଉଥିବ ଦଣ୍ଡ, ନିର୍ଦୋଷୀ ଲୋକକୁଟି କରୁଥିବ ମଣ୍ଡ—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ ।]