ମଣିହରାଫଣୀ Maṇi harāphaṇī

  • ଦେ. ବି. — ଯେଉଁ ସର୍ପର ମଥାର ମାଣିକ୍ୟ ହଜି ଯାଇଅଛି — A serpent which has lost the jewel of its head
  • ଦେ. ବି. — ହୃତମଣି ସର୍ପ ପରି ଅସ୍ଥିର ବ୍ଯକ୍ତି — A person who has become restless like a serpent whose jewel is lost