ମଣିଷ ଭାଙ୍ଗିବା Maṇisha bhāṇgibā

  • ଦେ. ବି — (ଯାତ୍ରା ଆଦି କୌଣସି ବିଶିଷ୍ଟ ମେଳାରୁ) କୌଣସି କାରଣ ବଶତଃ ହଠାତ୍ ଲୋକେ ଚାଲିଯିବା — Sudden dispersal of a crowd
  • ଦେ. ବି — କୌଣସି ହାଟରେ ବା ମେଳାରେ) ଯେତେ ଲୋକ ପୂର୍ବେ ଜମା ହେଉଥିଲେ ସେତେ ଲୋକ ଜମା ନ ହେବା — The discontinuance of crowded attendance in a gathering, fair or market