ମଣିମାଳା Maṇimāḻā
- ସଂ. ବି — ରତ୍ନମୟ ହାର — A necklace of gems
- ସଂ. ବି — ଦ୍ୱାଦଶାକ୍ଷର ଛନ୍ଦୋବିଶେଷ — Name of a Sanscrit metre of 1 litters
- ସଂ. ବି — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ ଯଥାକ୍ରମେ ତଗଣ, ଯଗଣ, ତଗଣ, ଯଗଣ ଥାଏ—ହି. ଶ।]
- ସଂ. ବି — ଦୀପ୍ତି — Lustre
- ସଂ. ବି — ଲକ୍ଷ୍ମୀ — Goddess Lakhsmī
- ସଂ. ବି — ଦନ୍ତକ୍ଷତ— ବିଶେଷ — A kind of mark left by the lover's teeth on the cheeks of the beloved