ମଣିମାନ୍ Māṇimān

  • ସଂ. ବିଣ (ମଣି+ଅଛି ଅର୍ଥରେ ମତ; 1 ମା. 1 ବ) — ମଣିଯୁକ୍ତ — Jewelled
  • ସଂ. ବିଣ (ମଣି+ଅଛି ଅର୍ଥରେ ମତ; 1 ମା. 1 ବ) — ମଣି— ଭୂଷିତ — Adorned with gems
  • ବି — କୁବେରଙ୍କ ପାର୍ଶ୍ୱଚର (ରାକ୍ଷସ) — Name of an attendant of 'Kubera' (a demon)
  • ବି — [ଉ— ମଣିମାନ ନାମେ ରାକ୍ଷସ ଜଣେ ଥିଲା, ରାକ୍ଷସଙ୍କ ଏ ରୀତି ଦେଖିଣ ବୋଇଲା—କୃଷ୍ଣସିଂହ ମହାଭାରତ. ବନ।]
  • ବି — [ଦ୍ର— ଏ ଅଗସ୍ତ୍ୟ ମୁନିଙ୍କ ଅଭିଶାପରୁ ଭୀମଙ୍କ ଦ୍ୱାରା ନିହିତ ହୋଇଥିଲା ।]
  • ବି — ସୂର୍ଯ୍ୟ — The sun
  • ବି — ଯଜ୍ଞବିଶେଷ — Name of a sacrifice
  • ବି — ପଶ୍ଚିମସ୍ଥ ଦେଶବିଶେଷ — Name of a western country