ମଣିନ୍ଦା Maṇindā

  • ପ୍ରାଦେ (ଯାଜପୁର) ବି — ମୁନିନ୍ଦା ଘାସ — A kind of grass
  • ପ୍ରାଦେ (ଯାଜପୁର) ବି — ଏକ ଜାତୀୟ କ୍ଷୁଦ୍ର ହଳଦିଆ ରଙ୍ଗର କୋଳି — A species of yellow-coloured small berry