ମଣିକାଞ୍ଚନ ଯୋଗ Maṇi kān̄chana j̄oga
- ସଂ. ବି — ମଣିର ଓ କାଞ୍ଚନର ଏକତ୍ର ସମାବେଶ; ଦୁଇଟି ଉପଯୁକ୍ତ ବା ଶୋଭନ ବସ୍ତୁର ମିଳନ; ମଣିର ଓ ସ୍ୱର୍ଣ୍ଣର ଏକତ୍ର ସମାବେଶ ପରି ଅତି ମନୋହର ଓ ଉପଯୁକ୍ତ ସଂଯୋଜନ — The conjuction of two nice things
- ସଂ. ବି — [ଦ୍ର—ଓଡ଼ିଆରେ ଏହି ଭାବାତ୍ମକ ଆଉ ଗୋଟିଏ ଉପମା ଅଛି—'ହାତୀ' ଦାନ୍ତରେ ସୁନା ଛୁଆଣି ହେବା ନ୍ଯାୟ।']