ମଣି ମଙ୍ଗଳ ସୂତ୍ର Maḍi maṇgaḻa sūtra
- ଦେ. ବି (ବଣିଆ ଶବ୍ଦ) — ରାଜ ପରିବାରରେ ବା ସମ୍ଭ୍ରାନ୍ତ ପରିବାରରେ ବିବାହ ବେଦୀ ଉପରେ ହାତଗଣ୍ଠି ପଡ଼ିବା ପରେ କନ୍ଯା ହାତରେ ପିନ୍ଧିବା ଦୁଇଗୋଟି ଅଳଙ୍କାର — Two ornaments worn in the hand by a bride of a Raja's or gentleman's family on the marriage alter after the ceremony of tying the nuptial knot