ମଣି ଭଦ୍ର Maṇi bhadra

  • ସଂ. ବି — ଯକ୍ଷବିଶେଷ — Name of an aerial being
  • ସଂ. ବି — ବଣିକ୍ ବିଶେଷ — Name of a trade or merchant
  • ସଂ. ବି — ଶିବଙ୍କ ଗଣ ବିଶେଷ — Name of a class of Ṡiba's attendants