ମଣି ଭଦ୍ରା Manṇi bhadrā
- ଦେ. ବି (ନାମ) — ଦଶପଲ୍ଲା ଅନ୍ତର୍ଗତ ମହାନଦୀ ତୀରବର୍ତ୍ତୀ ସୁରମ୍ୟ ପର୍ବତ — Name of a beautiful mountain in Daspalla State
- ଦେ. ବି (ନାମ) — (ଉ—ମଣିଭଦ୍ରା ଶୈଳ ମୁନି କୁମାରୀଙ୍କ ନୀବାର—ମୁଷ୍ଟି ଆସ୍ୱାଦ । ରାଧାନାଥ. ପାର୍ବତୀ ।)
- ଦେ. ବି (ନାମ) — [ଦ୍ର—ଏ ପର୍ବତ ମହାନଦୀର ଦକ୍ଷିଣ ତୀରରେ ଅବସ୍ଥିତ ଓ ଏହା ଅତ୍ୟନ୍ତ ବିଷଧର ସର୍ପସଙ୍କୁଳ । କେଳାମାନେ ଏଠାକୁ ଯାଇ ସାପ ଧରନ୍ତି ।]