ମଠ କରିବା Maṭha karibā

  • ଦେ. କ୍ରି — ବିଳମ୍ବ କରିବା — To delay
  • ଦେ. କ୍ରି — [ଉ—ବୋଇଲେ ଗୋ ଦ୍ରୌପଦୀ ବେଗେ ଉଠ ଉଠ, ବ୍ୟର୍ଥ ଘରେ ବସି
  • ଦେ. କ୍ରି — କରୁଛ କିମ୍ପା ମଠ—କଷ୍ଣସିଂହ ମହାଭାରତ. ସଭା।)