ମଟ୍ମଟ୍ Maṭ-maṭ

  • ଦେ. (ଧ୍ୱନ୍ୟନୁକରଣ) ଅ (ସଂ. ମଡ଼୍ ଧାତୁ=ଭାଙ୍ଗିବା) — ମଡ଼ମଡ଼୍; କାଠର ବା ଗଛର ଡାଳ ଭାଙ୍ଗି ଯିବାର ଶବ୍ଦ — Sound of breaking of hard things (e.g. wood, boughs)
  • ଦେ. (ଧ୍ୱନ୍ୟନୁକରଣ) ଅ (ସଂ. ମଡ଼୍ ଧାତୁ=ଭାଙ୍ଗିବା) — ଦଉଡ଼ିକୁ ଖୁବ ଟାଣିଲେ ଛିଣ୍ଡିଯିବା ପୂର୍ବରୁ ଯେଉଁ ଶବ୍ଦ ହୁଏ; କଟ୍କଟ୍; ରଟ୍ରଟ୍ — The sound made by a rope before it breaks asunder
  • ଦେ. (ଧ୍ୱନ୍ୟନୁକରଣ) ଅ (ସଂ. ମଡ଼୍ ଧାତୁ=ଭାଙ୍ଗିବା) — ଖଟ ଆଦିର ଗଣ୍ଠି ଫୁଟିବାର ଶବ୍ଦ — Creaking sound of the joints of bedsteads and other furnitures
  • ଦେ. (ଧ୍ୱନ୍ୟନୁକରଣ) ଅ (ସଂ. ମଡ଼୍ ଧାତୁ=ଭାଙ୍ଗିବା) — ଆଖି ମେଲା କରି ଏକ ଦୃଷ୍ଟିରେ କୌଣସି ବସ୍ତୁକୁ ଚାହିଁବା; ରଟମଟ — Staring with distended eyes; mode of staring at a thing steadily
  • ଦେ. (ଧ୍ୱନ୍ୟନୁକରଣ) ଅ (ସଂ. ମଡ଼୍ ଧାତୁ=ଭାଙ୍ଗିବା) — (ଉ—ବାଘ ପରି ଜିଭରେ ଚାଟି ଓଷ୍ଠ ତଟ, ଭୀମ ତୁମ୍ଭ ପୁଏ ଚାହିଁଲେ ମଟ୍ମଟ୍। କୃଷ୍ଣସିଂହ. ମହାଭାରତ ଭୀଷ୍ମ।)