ମଟାଳିବା Maṭāḻibā

  • ଦେ. କ୍ରି (ସଂ. ଟଳ. ଧାତୁ) — ଅପେକ୍ଷା କରିବା — To wait
  • ଦେ. କ୍ରି (ସଂ. ଟଳ. ଧାତୁ) — ବିଳମ୍ବ କରିବା — To delay
  • ଦେ. କ୍ରି (ସଂ. ଟଳ. ଧାତୁ) — ସମୟକୁ ଟାଳିବା — To put off a work from time to time
  • ଦେ. କ୍ରି (ସଂ. ଟଳ. ଧାତୁ) — ଶାନ୍ତ ହେବା; କମିବା — To a bate
  • ଦେ. କ୍ରି (ସଂ. ଟଳ. ଧାତୁ) — (ଯଥା—କଟକରେ ଗ୍ରୀଷ୍ମଦିନେ 4ଟା ବେଳ ସୁଦ୍ଧ ଖରା ମଟାଳେ।)