ମଞ୍ଜୂଷା Man̄jūshā
- ସଂ. ବି (ମଞ୍ଜ୍ ଧାତୁ+କର୍ମ ଉଷ+ଆ) — ପେଡ଼ି; ପେଡ଼ା; ପେଟରା — A trunk; a casket; a basket with lid
- ସଂ. ବି (ମଞ୍ଜ୍ ଧାତୁ+କର୍ମ ଉଷ+ଆ) — ସିନ୍ଧୁକ — A chest
- ସଂ. ବି (ମଞ୍ଜ୍ ଧାତୁ+କର୍ମ ଉଷ+ଆ) — ମଞ୍ଜିଷ୍ଠା (ଦେଖ) — Man̄jisṭhā (See)
- ସଂ. ବି (ମଞ୍ଜ୍ ଧାତୁ+କର୍ମ ଉଷ+ଆ) — ପାଷାଣ — Stone
- ଦେ. ବି — ଗଞ୍ଜାମ ଜିଲ୍ଲାର ଗୋଟିଏ ଓଡ଼ିଆ ଜମିଦାରି; (ମହେନ୍ଦ୍ରପର୍ବତ ଏହି ମଞ୍ଜୁଷାରାଜ୍ୟର ଅନ୍ତର୍ଗତ) — Name of an estate in the Ganjam district