ମଞ୍ଜୁଳବତୀ Man̄juḻabatī

  • ଦେ. ବିଣ. ସ୍ତ୍ରୀ — ମନୋହାରିଣୀ — Charming (feminine)
  • ଦେ. ବିଣ. ସ୍ତ୍ରୀ — (ଉ—ବଞ୍ଜୁଳ ବନେ ମଞ୍ଜୁଳବତୀ ସୀତା ଏକାଳ ଅବସ୍ଥା ଧରି ଯେ। ଭଞ୍ଜ. ବୈଦେହୀଶବିଳାସ।)