ମଞ୍ଜୁଳ Man̄juḻa

  • ସଂ. ବିଣ. ପୁଂ (ମଞ୍ଜୁ+ସ୍ୱାର୍ଥେ ଳ) — ସୁନ୍ଦର; ସୁଦୃଶ୍ୟ; ମନୋହର — Charming; enchanting; captivating
  • ସଂ. ବିଣ. ପୁଂ (ମଞ୍ଜୁ+ସ୍ୱାର୍ଥେ ଳ) — ଉପଯୁକ୍ତ; ସମୀଚୀନ — proper
  • ବି — ନିକୁଞ୍ଜ; କୁଞ୍ଜବନ — Grove; a bower
  • ବି — ଶୈବାଳ; ଶିଉଳୀ — Moss