ମଞ୍ଜୁର୍ Man̄jur
- ବୈଦେ. ବି (ଆ.ମନ୍ଜୁରୀ) — ଅନୁମୋଦନ; କୌଣସି ପ୍ରାର୍ଥନାର ଗ୍ରହଣ — Sanction; granting of a request; approval
- ବୈଦେ. ବି (ଆ.ମନ୍ଜୁରୀ) — ସମ୍ମତି; ଅଙ୍ଗୀକାର; ସ୍ୱୀକାର — Consent
- ବିଣ. (ଆ. ମନ୍ଜୂର) — ଅନୁମୋଦିତ — Granted; approved; sanctioned
- ବିଣ. (ଆ. ମନ୍ଜୂର) — ଅଙ୍ଗୀକୃତ — Consented; agreed to