ମଞ୍ଜୁ ଘୋଷ Man̄ju ghosha

  • ସଂ. ବି —(କର୍ମଧା; ମଞ୍ଜୁ+ଘୋଷ) — ମଧୁର ଧ୍ୱନି — A sweet sound
  • ସଂ. ବି —(କର୍ମଧା; ମଞ୍ଜୁ+ଘୋଷ) — (ବହୁବ୍ରୀହି) ଜୈନ ଦେବତାବିଶେଷ — Name of a j̄a̲i̱na Deity
  • ସଂ. ବି —(କର୍ମଧା; ମଞ୍ଜୁ+ଘୋଷ) — ତାନ୍ତ୍ରିକ ସାଧକଙ୍କର ଉପାସ୍ୟ ଦେବତା ବିଶେଷ — Name of a tantric Deity
  • ବିଣ. ପୁଂ—(ବହୁବ୍ରୀହି) — ସୁସ୍ୱରବିଶିଷ୍ଟ — Sweet-toned