ମଞ୍ଜୁ କେଶୀ Man̄ju keṡī

  • ସଂ. ବିଣ. ପୁଂ—(ମଞ୍ଜୁ+କେଶ+ଅଛି ଅର୍ଥରେ ଇନ୍) — ସୁକେଶଯୁକ୍ତ; ମନୋହର କେଶବିଶିଷ୍ଟ — Having a lovely trees of hair on the head
  • ସଂ. ବି — ଶ୍ରୀକୃଷ୍ଣ — Ṡrīkṛushṇa