ମଞ୍ଜିଷ୍ଠା Man̄jishṭhā

  • ସଂ. ବି—(ମଞ୍ଜୁ=ମନୋହର+ସ୍ଥା ଧାତୁ+କର୍ତ୍ତୃ. ଅ. ସ୍ତ୍ରୀ. ଆ) ଆଚ୍ଛୁକାଦି ବର୍ଗର ରକ୍ତବର୍ଣ୍ଣ ଲତାବିଶେଷ — The Indian madder; Rubia Manjisṭha
  • ସଂ. ବି—(ମଞ୍ଜୁ=ମନୋହର+ସ୍ଥା ଧାତୁ+କର୍ତ୍ତୃ. ଅ. ସ୍ତ୍ରୀ. ଆ) [ଦ୍ର— ଏହା ହିମାଳୟ ପାର୍ବତ୍ୟ ପ୍ରଦେଶରେ ଜନ୍ମେ। ଏହାର ମୂଳ କବିରାଜୀ ତୈଳକୁ ରଞ୍ଜିତ କରିବା ପାଇଁ ବ୍ଯବହୃତ ହୁଏ।]
  • ଦେ. ବି — ଏକ ପ୍ରକାର ଅନୁରାଗ — A kind of love
  • ଦେ. ବି — [ଦ୍ର— ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଅନୁରାଗ ଖୁବ ଗାଢ଼ ହେଲେ ତାକୁ ମଞ୍ଜିଷ୍ଠା ବୋଲାଯାଏ, ନୀଳୀ ଓ କୁସୁମ୍ଭୀ ଏହାଠାରୁ କ୍ଷୀଣତର।]