ମଞ୍ଚପୁରୀ Man̄chapurī

  • ଦେ. ବି— (ସଂ. ମର୍ତ୍ତ୍ୟପୁର) — ମର୍ତ୍ତ୍ୟମଣ୍ଡଳ; ମର୍ତ୍ତ୍ୟପୁର — The terrestrial globe; the earth
  • ଦେ. ବି— (ସଂ. ମର୍ତ୍ତ୍ୟପୁର) — ଉ— ସକଳ ଋତୁଙ୍କର ସାର ଶସ୍ୟ ସମ୍ପଦ ମଞ୍ଚପୁର ଜଗନ୍ନାଥ. ଭାଗବତ।)