ମଞ୍ଚ ଛଡ଼େଇବା Man̄cha chhaṟḍ̠eibā

  • ଦେ. କ୍ରି—(ଲକ୍ଷଣାର୍ଥ) — ହତ କରିବା; ମାରି ପକାଇବା — To kill
  • ଦେ. କ୍ରି—(ଲକ୍ଷଣାର୍ଥ) — (ଉ—ଧୃଷ୍ଟଦ୍ୟୁମ୍ନ ସେ ହାତିକୁଳକୁ ନାରାଚ, ବିନ୍ଧିଲେ ଛଡ଼ାଇବା ପାଇଁ ରାଏ ମଞ୍ଚ। କୃଷ୍ଣସିଂହ ମହାଭାରତ କର୍ଣ୍ଣ।)