ମଞ୍ଚ ଖଣ୍ଡ Man̄cha khaṇḍa

  • ଦେ. ବି— (ସଂ. ମର୍ତ୍ତ୍ୟଖଣ୍ଡ) — ମର୍ତ୍ତ୍ୟମଣ୍ଡଳ; ପୃଥିବୀ — The earth
  • ଦେ. ବି— (ସଂ. ମର୍ତ୍ତ୍ୟଖଣ୍ଡ) — (ଉ—ଅନନ୍ତ ଅଂଶୁ ଏ ବ୍ରାହ୍ମାଣ୍ଡ; ସ୍ୱର୍ଗ ପାତାଳ ମଞ୍ଚଖଣ୍ଡ। ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତା।)