ମଝି ଦରିଆ Majhi daria

  • ଦେ. ବି — ସମୁଦ୍ରର ମଧ୍ୟଭାଗ; ସମୁଦ୍ରର ଗଭୀରତମ ପ୍ରଦେଶ — The deep sea; the mid-ocean
  • ଦେ. ବି — (ଲକ୍ଷଣାର୍ଥ) ଘୋର ବିପଦ — (Figurative) Great danger