ମଜ୍ଜି ଯିବା Majji j̄ibā
- ଦେ. କ୍ରି. (ସଂ. ମଜ୍ଜଧାତୁ) — ମଜ୍ଜିତ ହେବା — To be sunk; to be drowned
- ଦେ. କ୍ରି. (ସଂ. ମଜ୍ଜଧାତୁ) — ଦୃଢ଼ ରୂପେ ନିଯୁକ୍ତ ହେବା — To be closely engaged
- ଦେ. କ୍ରି. (ସଂ. ମଜ୍ଜଧାତୁ) — (ଉ— କେବଳ ହେଲା ମୋ ମଜ୍ଜା। ମଜ୍ଜି ଯିବି କି ଉଭା ରତିରେ। କବିସୂର୍ଯ୍ୟ କିଶୋରଚମ୍ପୁ କ. ଗୀତ।)
- ଦେ. କ୍ରି. (ସଂ. ମଜ୍ଜଧାତୁ) — ଅତି ମୁଗ୍ଧ ବା ଆସକ୍ତି ହେବା — To be attached or addicted to