ମଜ୍ଜାଇବା Majjāibā

  • ଦେ. ବି (ମଜ୍ଜିବାର ଣିଜନ୍ତରୂପ) — ନିମଜ୍ଜିତ କରିବା — To cause to sink
  • ଦେ. ବି (ମଜ୍ଜିବାର ଣିଜନ୍ତରୂପ) — ମୁଗଧ୍ କରିବା — To enchant; to charm
  • ଦେ. ବି (ମଜ୍ଜିବାର ଣିଜନ୍ତରୂପ) — (ଉ— ନବ ରମଣୀମଣି ବେଣୀ ନର୍ତ୍ତକୀ, ନର୍ତ୍ତନେ ଚିତ୍ତ ମଜ୍ଜାଇବି। ଭଞ୍ଜ, ପ୍ରେମସୁଧାନିଧି।)
  • ଦେ. ବି (ମଜ୍ଜିବାର ଣିଜନ୍ତରୂପ) — ପ୍ରେମରେ ଆସକ୍ତ ବା ଆବନ୍ଧ କରିବା — To enchain by ties of attachment