ମଜ୍ ମୁଆଁ Maj-muāñ

  • ବୈଦେ. ବି (ଫା. ମଜ୍ମୁଆ=ସଂଗୃହୀତ) — ଏକ ପ୍ରକାର ଅତର — A kind of otto
  • ବୈଦେ. ବି (ଫା. ମଜ୍ମୁଆ=ସଂଗୃହୀତ) — [ଦ୍ର—ଏହା ନାନା ଦ୍ରବ୍ୟରୁ ସଂଗୃହୀତ ହୁଏ ଓ ଏହାକୁ କାନପଚା ରୋଗରେ କାନରେ ପକାଇଲେ ଉପକାର ହୁଏ।]