ମଜ୍ କୁରି Maj-kuri

  • ବୈଦେ. ବିଣ (ଆ) — ଯେଉଁ ଜମିର ରାଜସ୍ୱ ପ୍ରଜାଠାରୁ ନିଜେ ଜମିଦାର ବା ନିଜେ ଗଭର୍ଣ୍ଣମେଣ୍ଟ ଅସୁଲ କରନ୍ତି; ଖାସ୍ ଅସୁଲ — (land) Of which the rent is realised direct by the landlord or by the Government (without the intervention of any middleman.)