ମଜେଇବା Majeibā
- ଦେ. କ୍ରି — (ମାଜିବା କ୍ରିୟାର ଣିଜନ୍ତ ରୂପ) — The causative form of Mājibā
- ଦେ. କ୍ରି — ମାର୍ଜିତ କରାଇବା — To cause to be polished or scoured
- ଦେ. କ୍ରି — (ଉ—ଧରାଇଲା କରେ ମଜାଇ ଦରପଣ। କୃଷ୍ଣସିଂହ ମହାଭାରତ ବନ।)
- ଦେ. କ୍ରି — (ମଜିବାର ଣିଜନ୍ତ ରୂପ) ମଗ୍ନ କରାଇବା; ଆସକ୍ତ କରିବା — To cause to sink; to cause to be addicted or attached
- ଦେ. କ୍ରି — (ଉ—ମଜାଇ ସେ ସୁଧା ହ୍ରଦେ। ମଧୁସୂଦନ ସଙ୍ଗୀତ ମାଳା।)
- ଦେ. କ୍ରି — ମୁଗ୍ଧ କରିବା — To enchant
- ଦେ. କ୍ରି — (ଉ—ସ୍ତ୍ରୈଣ ଜନ ମନ ମଜାଇ ତୋର ଏଡ଼େ ଗୁମାନ। ରାଧାନାଥ ଚନ୍ଦ୍ରଭାଗା।)