ମଜୁରି ଖାଟିବା Majuri khāṭibā

  • ଦେ. କ୍ରି — ମୂଲ ଲାଗିବା; ମଜୁରି ପାଇଁ କାର୍ଯ୍ୟ କରିବା — To work as a day labourer; to work for wages