ମଜୁରା କରିବା Majurā karibā

  • ଦେ. କ୍ରି — ପୂର୍ବଦତ୍ତ ଧନକୁ ହିସାବରେ ଭରିଣା କରିବା — To set off previous payments
  • ପ୍ରାଦେ (ଗଡ଼ଜାତ) — ରାଜାଙ୍କୁ ପ୍ରଣାମ କରିବା — To bow before a king