ମଜୁମଦାର୍ Majum-dār

  • ପ୍ରାଦେ (ଗଞ୍ଜାମ) ବି — ରାଜସ୍ୱର ହିସାବରକ୍ଷକ କର୍ମଚାରୀଙ୍କୁ ଦିଆଯିବା ରାଜଦତ୍ତ ଉପାଧିବିଶେଷ — A title bestowed by kings on certain revenue accountants
  • ଦେ. ବି — ବଙ୍ଗୀୟ ବ୍ରାହ୍ମଣାଦିଙ୍କ ଉପାଧିବିଶେଷ — A family title of Bengalee Brahmaṇas and others