ମଜା ଦେଖିବା Majā dekhibā

  • ଦେ. କ୍ରି — କୌତୁକ ବା ରଙ୍ଗ ଦେଖିବା — To see the fun of a thing
  • ଦେ. କ୍ରି — ଅନ୍ୟମାନଙ୍କ ମଧ୍ୟରେ ବିବାଦ ଲାଗିଥିବା ଅବସ୍ଥାରେ ସେମାନଙ୍କର ଦୁଃଖରେ ସୁଖ ଅନୁଭବ କରିବା — To feel pleasure or to enjoy while others are quarrelling
  • ଦେ. କ୍ରି — (ଧମକାଣ) କୌଣସି ବ୍ଯକ୍ତିକୁ ଉପଯୁକ୍ତ ଶିକ୍ଷା ଦେବା — (threat) To teach a person a lesson
  • ଦେ. କ୍ରି — ଅନୁଭବ କରିବା — To experience