ମଜା ଚାଖିବା Majā chākhibā

  • ଦେ. କ୍ରି — ଉପଭୋଗ୍ୟ ବସ୍ତୁର ଆସ୍ୱାଦନ ସୁଖ ଅନୁଭବ କରିବା — To taste the sweetness of an enjoyable thing
  • ଦେ. କ୍ରି — ଅନୁଭବ କରିବା — To experience
  • ଦେ. କ୍ରି — (ବ୍ୟଙ୍ଗ୍ୟ) କୁଫଳ ଭୋଗ କରିବା — (ironical) To suffer the bitter result of a thing