ମଜା ଚଖେଇବା Majā chakheibā

  • ଦେ. କ୍ରି — କୌଣସି ଦ୍ରବ୍ୟର ଆସ୍ୱାଦନର ସୁଖଭୋଗ କରିବାକୁ ଅନ୍ଯ ବ୍ଯକ୍ତିକୁ ସୁବିଧା ଦେବା — To let one have a taste of some sweet thing
  • ଦେ. କ୍ରି — (ବ୍ୟଙ୍ଗ ବା ଧମକ) କୁଫଳ ଭୋଗ କରାଇବା — (ironical) To cause one to taste the bitter result