ମଚାଳିବା Machāḻibā

  • ଦେ. କ୍ରି — (ପାଦ) ସଂବାହନ କରିବା; ଘଷିବା — To chafe or rub with the hands; to shampoo.;
  • ଦେ. କ୍ରି — ହାତରେ ଚିପିବା — To press with the hands
  • ଦେ. କ୍ରି — (ଉ— ବିଞ୍ଚଣୀପାଦ ମଞ୍ଚାଳି ଚାଳି। ଭଞ୍ଜ. ପ୍ରେମସୁଧାନିଧି)।
  • ଦେ. କ୍ରି — ମନ୍ଥିବା — To churn
  • ଦେ. କ୍ରି — ଦୁଇ ହାତର ଲେଡ଼ିରେ ମଳିବା — To crush a thing between the two palms