ମଙ୍ଗଳାରୋପଣ Maṅgaḻāropaṇa

  • ସଂ. ବି — ବିବାହ ବା ବ୍ରତ କର୍ମର ପ୍ରାରମ୍ଭିକ କର୍ମ ଯାହା ହୋଇ ସାରିବା ପରେ ଅଶୌଚାଦି ଘଟିଲେ ମଧ୍ୟ ବିବାହ ବା ବ୍ରତ ଆଦି କର୍ମ ବନ୍ଦ ହୁଏ ନାହିଁ — The preliminary religious ritual in a marriage, or thread ceremony, which being performed; the ceremonies are not stopped on account of any social impurity