ମଙ୍ଗଳାଚାର Maṅgaḻāchāra

  • ସଂ. ବି — ମଙ୍ଗଳାଚରଣ (ଦେଖ) — Maṅgaḻā charaṇa (See)
  • ସଂ. ବି — ଶୁଭଙ୍କର ବିଧି — Auspicious usage or custom
  • ସଂ. ବି — ଶୁଭାନୁଷ୍ଠାନ — An auspicious occasion
  • ସଂ. ବି — ଶୁଭ ପ୍ରଦ ବିଧି ନିୟାମାଦିର ଅନୁଷ୍ଠାନ — Observance of propitious ceremonies