ମଙ୍ଗଳାଙ୍କ ଘଣ୍ଟ Maṇgaḻāṅka ghaṇṭa

  • ଦେ. ବି — କାକଟପୁରର ମଙ୍ଗଳା ଠାକୁରାଣୀଙ୍କ ନିକଟରେ ପୂଜା ହୋଇଥିବା କ୍ଷୁଦ୍ର ଜଳଘଟ — A small water-jar representing the Goddess Maṇgaḻā which the sebakas carry from village to village
  • ଦେ. ବି — [ଦ୍ର—ଏହି ଘଣ୍ଟକୁ ଠାକୁରାଣୀଙ୍କ ସେବକମାନେ ପୁଷ୍ପ ବିଭୂଷିତ କରି ମଫସଲରେ ଗ୍ରାମେ ଗ୍ରାମେ ବୁଲାନ୍ତି।]
  • ଦେ. ବି — ମଙ୍ଗଳା ଠାକୁରାଣୀଙ୍କ ପ୍ରତିମୂର୍ତ୍ତି — An image of Maṅgaḻā carried by the Sebakas from village to village for begging purposes
  • ଦେ. ବି — [ଦ୍ର—ଏହାକୁ ସେବକମାନେ ଗୋଟିଏ ଗୋଟିଏ ଛୋଟ ବିମାନରେ ରଖି, ଗ୍ରାମେ ଗ୍ରାମେ ବୁଲାଇ ଘଣ୍ଟ ବଜାଇ ସ୍ତ୍ରୀଲୋକଙ୍କଠାରୁ ଚାଉଳ, ହଳଦୀ, ଦୂବ, ସିନ୍ଦୂର ଆଦି ସଂଗ୍ରହ କରନ୍ତି।]