ମଙ୍ଗଳ ସ୍ନାନ Maṅgaḻa snāna
- ସଂ. ବି — ଶୁଭାନୁଷ୍ଠାନ ଉପଲକ୍ଷରେ କୃତ ମନ୍ତ୍ରପୂତ ସ୍ନାନ — A holy ceremonial bath taken on festive occasions
- ସଂ. ବି — କୋଇଲି ବୁଡ଼; ବିବାହ ଦିନ ପ୍ରତ୍ୟୁଷରେ କନ୍ୟାର ସ୍ନାନ — The ceremonial bath taken by a bride early in the morning of the day of marriage