ମଙ୍ଗଳ ବାର Maṅgaḻa bāra

  • ସଂ. ବି — କୁଜବାର; ସୋମବାରର ପରବର୍ତ୍ତୀ ଦିନ — Tuesday
  • ଦେ. ବି — ମଙ୍ଗଳ— ବାରରେ କରାଯିବା ବ୍ରତବିଶେଷ — A ritual performed on Tuesday
  • ଦେ. ବି — (ଉ— ମାସି ମଙ୍ଗଳ ବାର ଚାରି, ଏବେହେଁ କଲେ ନନ୍ଦନାରୀ। ଭୂପତି, ପ୍ରେମପଞ୍ଚାମୃତ।)