ମଙ୍ଗଳ ପୁର Maṅgaḻa pura

  • ଦେ. ବି — ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ଗୋଟିଏ ବଡ଼ ଗ୍ରାମ — Name of a populous village in the district of Puri
  • ଦେ. ବି — [ଦ୍ର—ଏଠାରେ ହାଟ ବସେ ଓ ଏହା ଅନେକ କେଳାଙ୍କ ବାସସ୍ଥାନ।]
  • ଦେ. ବି — ବାଲେଶ୍ୱରର ଗୋଟିଏ ବଡ଼ ଗ୍ରାମ — Name of a village in Balasore district
  • ଦେ. ବି — [ଦ୍ର—ଏହା ମୁଗୁନି ପଥର ବାସନ ନିମନ୍ତେ ପ୍ରସିଦ୍ଧ।]