ମଙ୍ଗଳ ପାକ Maṅgaḻa pāka

  • ଦେ. ବି — ବିବାହାଦି ମଙ୍ଗଳକୃତ୍ୟର ପୂର୍ବ ଦିନ ରାନ୍ଧିବା ପାଇଁ କରାଯିବା ନୂଆ ହାଣ୍ଡି — The new set of Earthen pots for a festive occasion
  • ଦେ. ବି — ବରର କୁଟୁମ୍ବ ଓ ବନ୍ଧୁମାନଙ୍କୁ ବିବାହାଦିର ପୂର୍ବ ଦିନ ଦିଆଯିବା ଅନ୍ନ ଭୋଜନ — A feast of cooked food given to the kindreds and relatives of the bridegroom on the eve of marriage, generally in the night previous to the day of marriage
  • ଦେ. ବି — [ଦ୍ର—ମଙ୍ଗଳ ଭୋଜନ ସାରି ବର ଓ କନ୍ଯା ଘରକୁ ଯାତ୍ରା କରନ୍ତି।]