ମଙ୍ଗଳ କର୍ମ Maṅgaḻa karma

  • ସଂ. ବି — ବିବାହର ଶୁଭ କର୍ମ — Festive occasions; auspicious or happy family-rites
  • ସଂ. ବି — [ଦ୍ର—ବ୍ରତ, ବିବାହ, କର୍ଣ୍ଣବେଧ, ଗୃହ ପ୍ରତିଷ୍ଠା, ଯଜ୍ଞ ଆଦି ମଙ୍ଗଳ କର୍ମର ଅନ୍ତର୍ଗତ।]